ଦୟାୱେଷ୍ଟ କେନାଲର ଦୟନୀୟ ସ୍ଥିତି: ମାଡ଼ି ବସିଲେଣି ଜମି ମାଫିଆ!

ରାଜନେତାଙ୍କ ଚାପରେ ସମସ୍ତେ ଚୁପ୍‌, ଅସହାୟ ପ୍ରାଚୀ ଡିଭିଜନ୍‌, ବିଏମ୍‌ସିର ନିଘା ନାହିଁ ଭୁବନେଶ୍ୱର: ହଜିଯିବ ଦୟାୱେଷ୍ଟ କେନାଲ। ଦିନେ ଭୁବନେଶ୍ୱରବାସୀଙ୍କ ଲାଇଫ୍‌ ଲାଇନ୍‌ ପାଲଟିଥିବା ଏହି କେନାଲ୍‌ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। କଟକ ଜିଲ୍ଲା ମୁଣ୍ଡୁଳିଠାରୁ ବାହାରିଥିବା ଏହି କେନାଲ ଚକେଇସିଆଣି, ପଳାସୁଣି, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ବ୍ରହ୍ମେଶ୍ୱର ପାଟଣା, ଗ୍ୟାରେଜ୍‌ ଛକ, ସାମନ୍ତରାପୁର ଅଞ୍ଚଳ ଦେଇ ୧୪ କିମି ପ୍ରବାହିତ ହେବା ପରେ … Continue reading ଦୟାୱେଷ୍ଟ କେନାଲର ଦୟନୀୟ ସ୍ଥିତି: ମାଡ଼ି ବସିଲେଣି ଜମି ମାଫିଆ!